ରାସ୍ତା କଡର ଜୀବନ୍ रास्ते (सड़क) के किनारे का जीवन

ଡୋଲାମଣି: ନା ଅଛି ଛାତ ନା ଅଛି କାନ୍ଥ ତଥାପି ଚାଲିଛି ରାସ୍ତା କଡରେ ସର୍ବହରାକଂ ଜୀବନନା ଅଛି ଶିକ୍ଷା ସ୍ୱାସ୍ଥ୍ୟ ଶୁଦ୍ଧ ପିଇବା ପାଣି ଶୁଦ୍ଧ ପରିବେଶ ଖାଦ୍ୟ ଓ ମକାନ୍ତଥାପି ଚାଲିଛି

Continue reading

ମୋ ଜୀବନର ଆଦର୍ଶ (मेरे जीवन का आदर्श)

दयानंद बछा (ଦୟାନନ୍ଦ ବଛା): ଯଦିଓ ଆଜି ପଙ୍କରେ ଫୁଟିଥିବାପଦ୍ମ ଟିଏ ପରିନିଭୃତ ଅରଣ୍ୟର କଣ୍ଟାବୁଦାରେବଣ ମଲ୍ଲୀ ଟିଏ ଭଲିଫୁଟିଛି ଏଇ ଅଜ୍ଞାତ ବଣରେମହକାଇବି ଦିନେ ସାରା ଦୁନିଆକୁମୋର ସୁମଧୁର ବାସ୍ନାରେ….। ସରଳ ଜୀବନ

Continue reading

उड़िया कविता: କୁଆଡେ ଗଲ? | किधर गए ?

अमूल्य कुमार नायक: ରାଜନୀତି ଦଳେ  ନିର୍ବାଚନ ବେଳେ         ନେତା, କର୍ମୀ ପଲପଲ,ସଙ୍କଟ ବେଳରେ  କେଉଁଠି ଲୁଚିଲ         ଲୋକମାନେ କଲବଲ ।         କାହାର କଅଣ କଲ  ?ମନ୍ତ୍ରୀ, ବିଧାୟକ,  ସାଂସଦ, ଅଧ୍ୟକ୍ଷ         ଏ ବେଳେ କୁଆଡେ ଗଲ ?? ଶୀତଳ

Continue reading