ବିଗତ ଦୁଇ ଶହ ବର୍ଷରେ ମନୁଷ୍ୟ ଯେତିକି ଉନ୍ନତ ଶୌଲିର ଜୀବନ ଯାପନ କରି ଆସିଛି ତାହା ଗତ ଦୁଇ ହଜାର ବର୍ଷରେ ଘଟିନଥିଲା। ଏବେ ମନୁଷ୍ୟ ନିଜର ବୈଜ୍ଞାନିକ ଜ୍ଞାନ କୌଶଳ ଉପରେ ସମ୍ପୁର୍ଣ୍ଣ ଭାବରେ ନିର୍ଭରଶୀଳ। ଅପରପକ୍ଷରେ ଏହି ପ୍ରଯୁକ୍ତି ବିଦ୍ୟାର ଦୃତ ବିକାଶ ସହ ପରିବେଶ ପ୍ରଦୂଷଣ, ମୃତିକ କ୍ଷୟ ସହ ପୃଥିବୀ ଧ୍ୱଂସ ହେବାକୁ ଯାଉଛି ।ଏହି ପରିସ୍ଥିତିରେ ସାମନା କରି ପ୍ରାକୃତିକ ପରିବେଶ ମଧ୍ୟ ବହୁଳ ଭାବେ ପ୍ରଭାବିତ ହୋଇଚାଲିଛି ।ତେବେ ପୃଥିବୀ ଠୁ ଆରମ୍ଭ କରି ଜଳ, ବାୟୁ, ଖଣିଜ ପଦାର୍ଥ, ବୃକ୍ଷଲତା ଓ ଜୀବଜନ୍ତୁଙ୍କ ମାନଙ୍କର ସୁବିନୀଯୋଗ କରି ମାନବ ସମାଜ ବର୍ଷ ବର୍ଷ ଧରି ଜୀବନ ଯାପନ କରିବା ସହ ଏହା ପିଢି ପାଇଁ ନୂତନ ସୁଯୋଗ ଦେବା ସହ ନିଜକୁ ଓ ଅନ୍ୟମାନଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ଜୁଲାଇ ଅଠେଇଶ ତାରିଖ ଦିନ ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ ପାଳିତ ହୋଇଆସୁଛି ।ଏହା ଦ୍ୱାରା ଏକ ସୁସ୍ଥ ପରିବେଶର ବାତାବରଣ ସୃଷ୍ଟି ଓ ସମାଜ ଗଠନରେ ମୁଖ୍ୟ ଅବଦାନ ବୋଲି ସମସ୍ତଙ୍କ ମନରେ ନୁତନ ବାର୍ତ୍ତା ଦେଉଛି ।ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ ଅର୍ଥ ହେଲା ପୃଥିବୀ ଏବଂ ଏହା ର ସମ୍ବଲ ଗୁଡିକର ପୁନଃ ବ୍ୟବହାର ଫଳରେ ବିଭିନ୍ନ ପ୍ରଜାତିର ଜୈବ ବିବିଧତା ଜୈବ ପ୍ରଣାଳୀର ସମେତ ଅନ୍ୟାନ୍ୟ ପୁଷ୍ଟିକର ପ୍ରକ୍ରିୟାକରଣ ଭଲି ପରିବେଶ ର ସମସ୍ତ କାର୍ଯ୍ୟ ପ୍ରଣାଳୀ ଗୁଡିକ ମଧ୍ୟ ଭରଣ ପୋଷଣ ହୋଇପାରିବ । ଏହି ଦିବସ ପାଳନ ଅବସରରେ ଜିନ୍ଦବାଦ ସଂଗଠନ ପକ୍ଷରୁ ଚଳିତ ବର୍ଷର ମୁଦ୍ଧା ଜଳ ଜଙ୍ଗଲ, ଜମି ,ଜୀବିକା ନିର୍ବାହ, କନ୍ୟା ଭ୍ରୁଣ ହତ୍ୟାକାରୀ ମାନଙ୍କର ପ୍ରତି ସ୍ୱରଉଠାଇବା । ଶିଶୁ ଓ ମହିଳା ,ଶିଶୁ ଶ୍ରମିକ,ଶ୍ରମିକ, ଚାଷୀ , ଛାତ୍ର, ଛାତ୍ରୀ ମାନଙ୍କୁ ଅମାନସିକତ ଭାବରେ ଅନ୍ୟାୟ ଅତ୍ୟାଚାରୀ ଙ୍କ ପ୍ରତି ସମ୍ବିଧାନ ର ଆଇନ୍ ଅନୁଯାୟୀ ସ୍ୱରଉଠାଇବା ଶିଶୁ ହିଁ ଦେଶର ମେରୁଦଣ୍ଡ । ଶିଶୁ ହିଁ ଦେଶର ବିକାଶ । କୋଭିଡ୍19ର ସମସ୍ତ ନିୟମ ପାଳନ କରିବା ପାଇଁ ସମସ୍ତ ଙ୍କୁ ସଚେତନର ବାର୍ତ୍ତା ଦେବା ସହ ସୁରକ୍ଷିତ ଜଂଗଲ ଜମିରେ ନୂତନ ଖଣି ଖନନ୍ କୁ ବିରୋଧ କରିବା ତଥା13/12/2005 ପୁର୍ବରୁ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଙ୍କ ଚାଷୀ ଓ ଚାଷ ବାସ ଜଙ୍ଗଲ ଜମି ଜବରଦଖଲ କିମ୍ବା ବେଆଇନ୍ ବୃକ୍ଷ ରୋପଣ କୁ ବିରୋଧ କରିବା ପୃଥିବୀ ପୃଷ୍ଠିକରଣ ତଥା ବିଶ୍ବରେ ଜଙ୍ଗଲ ର ପୁନଃ ସୁରକ୍ଷା ପୂର୍ବକ ଜୀବିକା ନିର୍ବାହ କରିପାରିଲେ ସମଗ୍ର ବିଶ୍ବ ବ୍ରହ୍ମାଣ୍ଡରେ ଆମ ସମାଜ ପାଇଁ ମଙ୍ଗଳ ହେବ।
(( ପ୍ରାକୃତିକ ହିଁ ଜୀବନ))
*ଜମି, ଜଲ, ବାୟୁ, ଜଙ୍ଗଲ ବିନା ଜୀବନ ଶୂନ୍ୟ ।
** କନ୍ୟା ସନ୍ତାନ ଅମୂଲ୍ୟ ରତ୍ନ ।
*ଗଛ ଟିଏ = ଶିଶୁ କନ୍ୟା ଟିଏ ।
ଜୟ ଭିମ ,ଜୟ ଭାରତ, ଜୟ ସମ୍ବିଧାନ ଜିନ୍ଦବାଦ
हिंदी अनुवाद –
विश्व प्रकृति संरक्षण दिवस:
करीब 200 साल से मनुष्य ने जितनी तेज़ी से अपनी जीवन शैली में परिवर्तन किया है, वह पिछले 2000 साल में हुआ नहीं था। वैज्ञानिक ज्ञान और कौशल पर मनुष्य अभी पूरी तरह से निर्भर है, वहीं दूसरी ओर प्रौध्योगिकी और तकनीक के तेज़ विकास से बढ़ रहे प्रदूषण के कारण, पृथ्वी ध्वंस की ओर जा रही है। इन परिस्थितियों का लंबे समय से सामना करते हुए हमारा परिवेश भी गंभीर रूप से प्रभावित हो रहा है, जो मनुष्य और अन्य जीवों के ज़िन्दा रहने के लिए खतरनाक है। इसीलिए पृथ्वी में जलवायु, खनिज पदार्थ, पेड़-पौधे और अन्य जीवों का आपस में संतुलन बनाये रखना अत्यंत आवश्यक है, जो सालों से होता आ रहा था। अब नई पीढ़ी को नई तकनीक से मिल रहे नए अवसरों के साथ इसके विपरीत परिणामों को याद दिलाते हुए प्रतिवर्ष जुलाई 28 को विश्व प्रकृति संरक्षण दिवस मनाया जाता है। यह दिन, हमें एक स्वस्थ परिवेश, स्वच्छ वातावरण और समाज निर्माण की दिशा में बातचीत करने का अवसर देता है।
इस साल विश्व प्रकृति संरक्षण दिवस के अवसर पर ज़िन्दाबाद संगठन ने जल-जंगल-ज़मीन, आजीविका, भ्रूण हत्या के मुद्दों पर सामूहिक तौर पर आवाज़ उठाने पर मुख्य रूप से चर्चा की। शिशु एवं महिला स्वास्थ्य, बाल-श्रमिक, श्रमिक, किसान और छात्र-छात्राओं के ऊपर हो रहे अत्याचार के विरुद्ध भी अपने विचार रखे गए। साथ ही इस कार्यक्रम के दौरान कोविड-19 के सभी नियमों का पालन करते हुए संरक्षित जंगल की ज़मीन पर शुरू होने वाली खनन परियोजना के विरोध, लोगों को जबरन उनकी ज़मीन से बेदखल करने और मनमानी वृक्षारोपण परियोजनाओं के विरोध पर भी चर्चा की गई। इन सभी चर्चाओं का मूल उद्देश्य, मानव का प्रकृति के प्रति कृतज्ञ होने के साथ यह याद दिलाना था कि जंगलों को बचा कर और इनके आधार पर अपना जीविका निर्वाह करने से ही मनुष्य समाज का भला होगा।
प्रकृति ही जीवन है
जल जंगल ज़मीन वायु बिना जीवन शून्य है
कन्या संतान अमूल्य रत्न
एक पेड़=एक शिशु कन्या
अनुवाद आभार – एमलोन तिर्की
