डोलामणी:
ତୁଇ ପାଠ୍ ନେଇ ପଢି ବୋଲି ତୋତେ ସୋଷଣ କରୁଛନ୍
ତୁଇ ନାଇ ଜାନୀ ବୋଲି ଦଲାଲ ତତେ ଠକୁଛେ.
ତୁଇ ଗରୀବ ବିପିଏଲ୍ ବଲି ସରକାରୀ ବାବୁ ତୋତେ ଦେଖି ହସୁଛେ.
ତୁଇ ସୋର୍ ନେଇ ପଉ ବୋଲି ଧନୀ ତୋତେ ଷୋସୁଛେ.
କେତେ ହେବୁରେ ଷୋସଣ କେତେ ହେବୁରେ ଧର୍ଷଣ
ତୋର ଝାଲ ବୁହା ପରିଶ୍ରମ ଥିବା ବଡ୍ ବଡ୍ ବିଲଡିଙ୍ଗ ବନୁଛେ..
ତୋତେ ସମାନ୍ କାମ୍ କେ ସମାନ୍ ଦାମ ନେଇ ଦେବାର
ଦୁଇ ଦିନ୍ କେ ଶହେ ଟଂକା ପାଇଲେ
ବାବୁ ସାହେବ ଦୁଇ ହଜାର ଟଂକା ପାଉଛେ.
ଆହାଜ୍ ଉଠା ଇ ସୋଷକ୍ ପୁଂଜିପତି ବିରୋଧ୍ ରେ
ଡର୍ ନାଇଁ ଜନମ୍ ହେଇଛୁ ମରନ୍ ସୁନିଶ୍ଚିତ
ଇ ପଶୁ ବାଗିର୍ ଜୀବନ୍ ଜିଇଁବା ନୁ ମରବାର୍ ଟା ଠିକ୍
ଆଉ ସୋଷଣ୍ ହେବାର୍ ନୁ ମାର୍ ବାର୍ ଟା ଠିକ୍..
କାଏଁଯେ ତୁଇ ସବୁଦୀନ୍ ନୀର୍ଯ୍ୟାତିତ୍ ହେବୁ
ତୋତେ ସାରା ଜୀବନ୍ ଲାଗିଯିବା ଲକ୍ଷେ ଟଂକା କମାବାକେ
ହେଲେ ପୁଂଜିପତି ମାନେ ତାକର୍ କୁକୁର ର
ଖାଏବାର ଲାଗି ଲକ୍ଷେ ଖର୍ଚ୍ଚା କରସନ୍
ତୋର୍ ଜୀବନ୍ କାଣା କୁକୁର୍ ଠାନୁ ହିନ୍..
କାଏଁଯେ ଚୁପ୍ ପଡିଛୁ ଇଥିର ମୁକ୍ତି ଲାଗି ଲଢମା ଆ.
ପୁଂଜିବାଦୀ, ଧନୀ ଗୋଷ୍ଠୀ, ସୋଷଣ୍ କାରୀ ବିରୋଧ୍ ରେ ଲଢମା ଆ.
ଆ ଆମେ ଏକ୍ତା ହେମା ନିଜର୍ ହକ୍ ଅଧିକାର ଲାଗି ନିଜେ ଲଢ୍ ମା.
ଇ ପୁଂଜିବାଦୀ ସୋଷଣକାରୀ ଇତିହାସ୍ କେ ବଦ୍ଲେଇକରୀ ଦୁନିଆ କେ ଦେଖେଇ ଦେମା.
ଲଢ୍ ମା… ଲଢ୍ ମା ଆ….. ଲଢ୍ ମା…… ଆ…..
ଇନକ୍ଲାବ୍ ଜିନ୍ଦାବାଦ………..