ଜୱାଦ ଦେଲା ଚାଷୀ କେ ଦୁଖ୍

रोहित बाग: ସୁନା ରଗେଂ ରଗେଂଇ ହେଇ କେତେ ସୁନ୍ଦର ଦିସୁଥିଲା କ୍ଷେତଦେଖି କରି ଚାଷୀ ଭାଇର ପୁରି ଯାଉଥିଲା ପେଟ୍ଆରୁ କେତେ ଦିନ୍ ଗଲେ ହେଇ ଥୀତା ଧନ୍ କଟାଆରାମ୍ ସେ ଖାଇଥିତା

Continue reading